ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍

ଟିକସଦାତାଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯିବ: ଅର୍ଥମନ୍ତ୍ରୀ ସଂସଦରେ ଆଜି ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୫।  ଅଷ୍ଟମ ଥର ବଜେଟ ଉପସ୍ଥାପନ କରି ଇତିହାସ ରଚିଛନ୍ତି ନିର୍ମଳା। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ୨୦୨୫-୨୬ ବଜେଟରେ ଦାରିଦ୍ର୍ୟ, ଯୁବ, ମହିଳା, କୃଷି, ଉତ୍ପାଦନ, ଏମ୍ଏସ୍ଏମ୍ଇ, ନିଯୁକ୍ତି ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇ ୧୦ଟି ପ୍ରମୁଖ ବିକାଶମୂଳକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଘୋଷଣା … Continue reading ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍