Incom TaX: ଆୟକର ଆଇନ, ୧୯୬୧ର ବିସ୍ତୃତ ସରଳୀକରଣ ଲକ୍ଷ୍ୟ ସଂସଦରେ ଆଜି ଆୟକର ବିଲ ୨୦୨୫ ଆଗତ ହୋଇଛି। ହଟ୍ଟଗୋଳ ଓ ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଗୁରୁବାର ନୂଆ ଆୟକର ବିଲ୍ ଉପସ୍ଥାପନ କରିଛନ୍ତି। ପୁରୁଣା ନିୟମ ତୁଳନାରେ ନୂଆ ଆହୁରି ଜଟିଳ ବୋଲି ବିରୋଧୀମାନେ ଅଭିଯୋଗ କରିବା ସତ୍ତ୍ୱେ ତାହା ବାଚନିକ ଭୋଟ୍ରେ ପାରିତ ହୋଇଛି। ଏହାପରେ ବିଲ୍କୁ ଅନୁଧ୍ୟାନ ପାଇଁ ସିଲେକ୍ଟ କମିଟିକୁ ପଠାଇବାକୁ ଅର୍ଥମନ୍ତ୍ରୀ … Continue reading ସଂସଦରେ ଆଗତ ହେଲା ନୂଆ ଆୟକର ବିଲ୍
Copy and paste this URL into your WordPress site to embed
Copy and paste this code into your site to embed