New GST rates take effect today ।। ଆଜିଠାରୁ ଦେଶ ପାଳୁଛି ଜିଏସଟି ସଂସ୍କାର ଉତ୍ସବ

ଆଜିଠାରୁ ଦେଶ ପାଳନ କରିବାକୁ ଯାଉଛି ଜିଏସଟି ସଂସ୍କାର ଉତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଏଣିକି ବିଦେଶୀ ସାମଗ୍ରୀ କ୍ରୟ କରିବାଠୁ ଆମକୁ ମୁକ୍ତି ମିଳିବ । ସମୟ ବଦଳିବା ସହ ଆବଶ୍ୟକତା ବଦଳିଛି । ସବୁ ଘରକୁ ସ୍ବଦେଶୀ ଯୁକ୍ତ କରାଇବାକୁ ପଡ଼ିବ । ଏଥିରେ ଗରିବ ଓ ମଧ୍ୟମ ବର୍ଗର ଲୋକେ ଉପକୃତ ହେବେ । ପରବର୍ତ୍ତି ପୀଢ଼ୀର ସଂସ୍କାର ମଧ୍ୟ ସମରୂପେ ଆବଶ୍ୟକ । … Continue reading New GST rates take effect today ।। ଆଜିଠାରୁ ଦେଶ ପାଳୁଛି ଜିଏସଟି ସଂସ୍କାର ଉତ୍ସବ