ଓଡ଼ିଶାର ନୂଆ ରାଜ୍ୟପାଳ- ଅଧ୍ୟାପକରୁ ରାଜନେତା

୧୫ ଜୁନ୍ ୧୯୫୩ରେ ଜନ୍ମ ହୋଇଥିବା କମ୍ଭମପଟି ହରି ବାବୁ ବିଭକ୍ତ ଆନ୍ଧ୍ରପ୍ରଦେଶର ତେଲେଙ୍ଗାନା ରାଜ୍ୟରୁ ପ୍ରଥମ ରାଜ୍ୟପାଳ। ସେ ମଧ୍ୟ ପ୍ରଥମ ତେଲୁଗୁ ରାଜ୍ୟପାଳ। ମିଜୋରାମର ରାଜ୍ୟପାଳ ଭାବରେ ପ୍ରଥମେ ସେ ରାଜଭବନରେ ପ୍ରବେଶ କରିଥିଲେ। ହରି ବାବୁ ୧୬ତମ ଲୋକସଭା ସମୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବିଜୟ ହାସଲ କରିଥିଲେ। ଏଥିସହ ସେ ୨୦୧୪ରୁ୨୦୧୮ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ଭାରତୀୟ … Continue reading ଓଡ଼ିଶାର ନୂଆ ରାଜ୍ୟପାଳ- ଅଧ୍ୟାପକରୁ ରାଜନେତା