“New Face vs Old Mindset” ।। ନୂତନ ମୁହଁ ବନାମ ପୁରୁଣା ଚିନ୍ତାଧାରା

ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ହେବା କେବଳ ଏକ ବ୍ୟକ୍ତିଗତ ପଦୋନ୍ନତି ଭାବେ ନୁହେଁ, ବରଂ ଭାରତୀୟ ରାଜନୀତିରେ “ପିଢ଼ିଗତ ପରିବର୍ତ୍ତନ” ବୋଲି ଯାହାକୁ କୁହାଯାଉଛି। ସେହି ପରିପ୍ରେକ୍ଷୀରେ ବିଚାର କରିବା ନୀତିନ ନବୀନ ଓ ଭାରତୀୟ ରାଜନୀତିର ପିଢ଼ିଗତ ପରିବର୍ତ୍ତନର ସତ୍ୟ କ’ଣ ରହିଛି। ଭାରତର ରାଜନୀତି ଏମିତି ଏକ ଇତିହାସ ଧାରଣ କରେ, ଯେଉଁଠାରେ ପ୍ରତ୍ୟେକ ପିଢ଼ି ପରିବର୍ତ୍ତନ କେବଳ ନୂଆ ମୁହଁ ନେଇ ଆସିନାହିଁ; ସେମାନେ ନୂଆ ଭାଷା, ନୂଆ ଆକାଂକ୍ଷା … Continue reading “New Face vs Old Mindset” ।। ନୂତନ ମୁହଁ ବନାମ ପୁରୁଣା ଚିନ୍ତାଧାରା