“ଦିଲ୍ଲୀରେ ନବୀନ, ବଢ଼ିଲା ସସ୍ପେନ୍ସ! ଇଣ୍ଡି ମେଣ୍ଟ ନା ଏନଡିଏ? || “New Delhi, suspense grows! Indi Ment or NDA?

ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋରଦାର: ଇଣ୍ଡି ମେଣ୍ଟ ନା ସ୍ୱତନ୍ତ୍ର ରଣନୀତି, କେଉଁ ପଥରେ ବିଜେଡି? ବିଜୁ ଜନତା ଦଳ (ବିଜେଡି)ର ଭବିଷ୍ୟତ ରାଜନୈତିକ ଅବସ୍ଥାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣିଥରେ ଚର୍ଚ୍ଚା ତୀବ୍ର ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ (INDIA)ର ବୈଠକକୁ ନେଇ ବିଭିନ୍ନ ରାଜନୈତିକ ମହଳରେ ନୂଆ ଆଲୋଚନା ଆରମ୍ଭ ହୋଇଛି। ଗତ … Continue reading “ଦିଲ୍ଲୀରେ ନବୀନ, ବଢ଼ିଲା ସସ୍ପେନ୍ସ! ଇଣ୍ଡି ମେଣ୍ଟ ନା ଏନଡିଏ? || “New Delhi, suspense grows! Indi Ment or NDA?