ଦିଲ୍ଲୀ ଷ୍ଟେଶନ ଦଳଚକୁଟା; ଆରପିଏଫ୍, ଜିଆରପି ଓ ଷ୍ଟେଶନ ମାଷ୍ଟର, କିଏ ଦାୟୀ?
New Delhi Railway Station Stampede: ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଘଟିଥିବା ଏହି ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ରେଳ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି। ଷ୍ଟେସନ ମାଷ୍ଟର, ଆରପିଏଫ୍ ଓ ଜିଆରପି ମଧ୍ୟରେ ଏହି ଘଟଣାକୁ ରୋକିବା କାହାର ଦାୟିତ୍ୱ ? ଆସନ୍ତୁ ଜାଣିବା ଜାଣିବା। ଦେଶର ରାଜଧାନୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ … Continue reading ଦିଲ୍ଲୀ ଷ୍ଟେଶନ ଦଳଚକୁଟା; ଆରପିଏଫ୍, ଜିଆରପି ଓ ଷ୍ଟେଶନ ମାଷ୍ଟର, କିଏ ଦାୟୀ?
Copy and paste this URL into your WordPress site to embed
Copy and paste this code into your site to embed