ଏବେ ରଙ୍ଗର ପାଳି: ଗେରୁଆକୁ ବଦଳିବ ସ୍କୁଲ ରଙ୍ଗ

ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନକୁ ବାତିଲ କରିବା ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ସରକାର ପିଏମ ଶ୍ରୀ ସ୍କୁଲ ସମେତ ସମସ୍ତ ସରକାରୀ ବିଦ୍ୟାଳୟର କୋଠା ପାଇଁ ଏକ ନୂତନ ରଙ୍ଗ କୋଡ୍ ଅନୁମୋଦନ କରିଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ସରକାରୀ ବିଦ୍ୟାଳୟ ପାଇଁ ସମାନ ରଙ୍ଗ କୋଡ୍ ଲାଗୁ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ମାଣ, ମରାମତି … Continue reading ଏବେ ରଙ୍ଗର ପାଳି: ଗେରୁଆକୁ ବଦଳିବ ସ୍କୁଲ ରଙ୍ଗ