ଆସନ୍ତାକାଲି ଭୁବନେଶ୍ୱରରେ ଆରମ୍ଭ ହେବ ନୂଆ ବସ୍ ସେବା

କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ଭୁବନେଶ୍ୱରରେ ହପ୍-ଅନ୍ ହପ୍-ଅଫ୍ ବସ ସମେତ ଦୁଇଟି ନୂଆ ସେବା ଆରମ୍ଭ କରାଯାଇଛି। ବୁଧବାରଠାରୁ ଭୁବନେଶ୍ୱରର ଦୁଇଟି ରୁଟରେ ଡବଲ ଡେକର ଏକ୍ସପ୍ରେସ୍ ବସ୍ ସେବା ଯୋଗାଇ ଦେବ ସିଆରୟୁଟି। ବରମୁଣ୍ଡା ବିଏସଏବିଟିରୁ ପୁରୀର ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ଡିଡି-୧ ରୁଟରେ ଏହି ଡବଲ ଡେକର ବସ୍ ଚଳାଚଳ କରିବ। ସମୁଦ୍ର କୂଳରେ ପହଞ୍ଚିବା ପୂର୍ବରୁ ଏହା ପୁରୀ ବାଇପାସ୍ ଓ ପୁରୀର ଜଗନ୍ନାଥ ବଲ୍ଲଭ ପାର୍କିଂ ଦେଇ … Continue reading ଆସନ୍ତାକାଲି ଭୁବନେଶ୍ୱରରେ ଆରମ୍ଭ ହେବ ନୂଆ ବସ୍ ସେବା