ଭାରତୀୟ ସେନାରେ ସାମିଲ ହେଲା ନୂଆ ‘ବାଜ୍ ବାଟାଲିୟନ୍’, ବଡ଼ ଡ୍ରୋନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର କ୍ୟାଡର୍‌ ପ୍ରସ୍ତୁତ || New ‘Bow Battalion’ joins Indian Army, special cadre prepared to operate large drones

ଯୁଦ୍ଧ କ୍ଷେତ୍ରରେ ବଦଳୁଥିବା ଆଧୁନିକ ରଣନୀତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିଜକୁ ଆହୁରି ଶକ୍ତିଶାଳୀ ଓ ହାଇଟେକ୍‌ କରିବାରେ ଲାଗିଛି । ଏହି କ୍ରମରେ ସେନା ପକ୍ଷରୁ ଏକ ନୂତନ ସ୍ୱତନ୍ତ୍ର କ୍ୟାଡର୍‌ ଗଠନ କରାଯାଇଛି, ଯାହା ଭାରତୀୟ ସେନାରେ ଥିବା ସମସ୍ତ ବଡ଼ ଡ୍ରୋନ୍ ବା ରିମୋଟ୍‌ଲି ପାଇଲଟେଡ୍ ଏୟାରକ୍ରାଫ୍ଟ ର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ । ଏହି ନୂଆ ୟୁନିଟ୍‌କୁ ‘ବାଜ୍ ବାଟାଲିୟନ୍’ ନାମରେ ନାମିତ କରାଯାଇଛି । ସୂତ୍ର … Continue reading ଭାରତୀୟ ସେନାରେ ସାମିଲ ହେଲା ନୂଆ ‘ବାଜ୍ ବାଟାଲିୟନ୍’, ବଡ଼ ଡ୍ରୋନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର କ୍ୟାଡର୍‌ ପ୍ରସ୍ତୁତ || New ‘Bow Battalion’ joins Indian Army, special cadre prepared to operate large drones