New bhubaneswar II ‘ନୂଆ ଭୁବନେଶ୍ୱର’ ନିର୍ମାଣ କାଳରେ ‘ପୁରୁଣା ପାଠ’ର ଆଲୋଚନା ଜରୁରୀ ହେବ ।

ଭୁବନେଶ୍ୱର ବିକାଶ ପ୍ରାଧିକାରୀ (ବିଡିଏ) ଦ୍ୱାରା ପ୍ରସ୍ତାବିତ “ନୂଆ ଭୁବନେଶ୍ୱର” ଟାଉନସିପ୍ ଯୋଜନାକୁ ନେଇ ଢେର ଆଲୋଚନା ହେଉଛି । ଭୁବନେଶ୍ୱରର ଉପକଣ୍ଠରେ ମାଲିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣା ଅଞ୍ଚଳରେ ୮୦୦ ଏକର ଜମିରେ ଏକ ଆଧୁନିକ ସାଟେଲାଇଟ୍ ସହର ନିର୍ମାଣର ମହତ୍ୱାକାଂକ୍ଷୀ ଯୋଜନା। ଏହି ଯୋଜନା ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ଇନଫ୍ରାସ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ର ସହାୟତାରେ ଡିଜାଇନ୍ କରାଯାଉଛି ଏବଂ ଏହା ଧୋଲେରା ଏସ୍ଆଇଆର୍ ଓ ଗିଫ୍ଟ ସିଟି ଭଳି ମଡେଲକୁ ଅନୁସରଣ କରୁଛି। … Continue reading New bhubaneswar II ‘ନୂଆ ଭୁବନେଶ୍ୱର’ ନିର୍ମାଣ କାଳରେ ‘ପୁରୁଣା ପାଠ’ର ଆଲୋଚନା ଜରୁରୀ ହେବ ।