ପୂର୍ବ ଲଦାଖ LAC ପ୍ରସଙ୍ଗରେ ଚୀନ୍ ସହ ଆଲୋଚନାର ନେତୃତ୍ୱ ନେବେ ନୂତନ ସେନା କମାଣ୍ଡର || New Army Commander to lead talks with China on LAC issue in eastern Ladakh

ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ପାଖରେ ଥିବା ଗତିରୋଧର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଉଚ୍ଚସ୍ତରୀୟ କମାଣ୍ଡର ଆଲୋଚନା ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ , ଜଣେ ନୂତନ ଭାରତୀୟ ସିନିୟର କମାଣ୍ଡର ଭାରତୀୟ ପକ୍ଷର ପ୍ରତିନିଧିତ୍ୱ କରିବାର ସମ୍ଭାବନା ରହିଛି । ଭାରତୀୟ ସେନାର ୧୪ତମ ସେନା ଅଧକ୍ଷ ଭାବେ ବର୍ତ୍ତମାନର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହିତେଶ ଭଲ୍ଲା ଉତ୍ତର କମାଣ୍ଡରେ ଚିଫ୍ ଅଫ୍ ଷ୍ଟାଫ୍ ଭୂମିକା ଗ୍ରହଣ … Continue reading ପୂର୍ବ ଲଦାଖ LAC ପ୍ରସଙ୍ଗରେ ଚୀନ୍ ସହ ଆଲୋଚନାର ନେତୃତ୍ୱ ନେବେ ନୂତନ ସେନା କମାଣ୍ଡର || New Army Commander to lead talks with China on LAC issue in eastern Ladakh