ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର, ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ଲୋକେମାନେ ବସବାସ କରିବା ପାଇଁ ନିହାତି ଭାବେ ଜରୁରୀ ହୋଇଥାଏ ଗୋଟିଏ ବାସଗୃହ । ଏହି ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା । ଯେତେବେଳେ ଲୋକେ ଘର ତିଆରି କରିବା ପାଇଁ ଆରମ୍ଭ କରିଥାନ୍ତି, ସେତେବେଳେ ବାର, ତିଥି ଏବଂ ନକ୍ଷେତ୍ରକୁ ଭିତ୍ତିକରି ଆଗକୁ ବଢ଼ିଥାନ୍ତି । କଥାରେ ଅଛି ପ୍ରତ୍ୟେକ ମଣିଷ ସହିତ ବାସସ୍ଥାନର ଏକ ସମ୍ପର୍କ ରହିଥାଏ । ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର … Continue reading ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର, ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା