ରାସ୍ତା କଡ଼ରେ ବିକ୍ରି ହେଉଥିବା ପୋଡ଼ାମକା ଖାଉଛନ୍ତି କି? ସାବଧାନ!

Bhutta: ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ । ମକାର ଗନ୍ଧ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମକାକୁ ପୋଷକ ତତ୍ତ୍ୱର ଭଣ୍ଡାର ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ କ’ଣ ଆପଣ ଜାଣନ୍ତି କି ରାସ୍ତାକଡ଼ରେ ମକା ଖାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିନଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି … Continue reading ରାସ୍ତା କଡ଼ରେ ବିକ୍ରି ହେଉଥିବା ପୋଡ଼ାମକା ଖାଉଛନ୍ତି କି? ସାବଧାନ!