ମାତ୍ର କେଇ ସପ୍ତାହରେ ନେପାଳର ପ୍ରଧାନମନ୍ତ୍ରୀ ଆସନ ଟଳମଳ ; ବଢ଼ିଲା ଜନପ୍ରତିବାଦ || Nepal’s Prime Minister’s post has been shaken in just a few weeks; public protests have grown

କାଠମାଣ୍ଡୁ ମେୟରରୁ ଜାତୀୟ ନେତା ହୋଇଥିବା ବାଲେନ ଶାହଙ୍କ ମୁଣ୍ଡରେ ଚିନ୍ତାର ଚଡକ । ବାଲେନଙ୍କ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ବଢିବାକୁ ଲାଗିଲାଣି ନେପାଳରେ ଜନ ଆକ୍ରୋଶ । ପ୍ରତିବାଦ ରାସ୍ତାରୁ ଦେଶର ପ୍ରଶାସନିକ ସ୍ନାୟୁ କେନ୍ଦ୍ର, ସିଂହା ଦରବାର ପର୍ଯ୍ୟନ୍ତ ବ୍ୟାପିବାର ଲାଗିଛି । ଯେଉଁଥିରେ ଛାତ୍ର, ରାଜନୈତିକ ଗୋଷ୍ଠୀ ଏବଂ ସାଧାରଣ ନାଗରିକଙ୍କ ସମେତ ପ୍ରଦର୍ଶନକାରୀମାନେ କାଠମାଣ୍ଡୁ ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ପ୍ରତିବାଦର … Continue reading ମାତ୍ର କେଇ ସପ୍ତାହରେ ନେପାଳର ପ୍ରଧାନମନ୍ତ୍ରୀ ଆସନ ଟଳମଳ ; ବଢ଼ିଲା ଜନପ୍ରତିବାଦ || Nepal’s Prime Minister’s post has been shaken in just a few weeks; public protests have grown