ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା: କିଟ୍‍ ଚେପା ନା ଚାପରେ ସରକାର

KiiT Student Sucide Case: କିଟ୍‍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସଚିବସ୍ତରୀୟ କମିଟି,  ଘଟଣାକୁ ଚପାଇବାକୁ ଉଦ୍ୟମ କି? କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ସଚିବସ୍ତରୀୟ କମିଟି ଗଠନ କରିଛି। ଏହାସହ କିଟ୍‍ ପ୍ରଶାସନକୁ ନେପାଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପଦ୍ୱାରା କିଟ୍‍ ଉପରେ ଅଧିନ ନିୟନ୍ତ୍ରଣ ରକ୍ଷା ଓ ଘଟଣାର ପଅ୍ରକୃତ କାରଣ ପଦାକୁ ଆସିବ ବୋଲି ଆଶା କରାଯାଇଛି। … Continue reading ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା: କିଟ୍‍ ଚେପା ନା ଚାପରେ ସରକାର