Nepal Protest II ନେପାଳରେ ଯୁବ-ଛାତ୍ର ଆନ୍ଦୋଳନ, ୧୬ ମୃତ
ନେପାଳରେ ପ୍ରତିବାଦକାରୀ ଯୁବକମାନେ ସଂସଦରେ ମଧ୍ୟ ପ୍ରବେଶ କରିଛନ୍ତି। କୁହାଯାଉଛି ଯେ ଦେଶରେ ବୃଦ୍ଧି ପାଉଥିବା ଦୁର୍ନୀତି ଏବଂ ବେକାରୀ ଯୋଗୁଁ ଯୁବପିଢ଼ି ମଧ୍ୟ ଅସ୍ତବ୍ୟସ୍ତ। ଏହି କାରଣରୁ ସେମାନେ ସରକାରଙ୍କ ବିରୁଦ୍ଧରେ ଏତେ ତୀବ୍ର ପ୍ରତିବାଦ କରୁଛନ୍ତି। ଯାହାଫଳରେ ପୁଲିସ ପ୍ରତିଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାଠମାଣ୍ଡୁରେ, ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରତିବାଦରେ ଯୁବକମାନେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀ ଯୁବକମାନେ ସଂସଦରେ ଦୁର୍ନୀତି ଏବଂ ବେକାରୀ … Continue reading Nepal Protest II ନେପାଳରେ ଯୁବ-ଛାତ୍ର ଆନ୍ଦୋଳନ, ୧୬ ମୃତ
Copy and paste this URL into your WordPress site to embed
Copy and paste this code into your site to embed