Nepal political crisis, Threats to the government of K P Oli ।। ନେପାଳ ଶାସନ ପାଇଁ ଜୁଲାଇ କାଳ; ବିପଦରେ ଓଲିଙ୍କ ଚୌକି

ଜୁଲାଇ ମାସର ଆରମ୍ଭରୁ ପୁଣି ଥରେ ନେପାଳର ରାଜନୀତିରେ ଅସ୍ଥିରତା ଦେଖା ଦେଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତିନୋଟି ମୋର୍ଚ୍ଚାରେ ଛନ୍ଦି ହୋଇ ପଡ଼ିଛନ୍ତି। ସିଭିଲ୍ ପାର୍ଟିର ସମର୍ଥନ ପ୍ରତ୍ୟାହାର, କଂଗ୍ରେସ ଭିତରେ ଅସନ୍ତୋଷ ଏବଂ ପ୍ରଚଣ୍ଡ-ଦେଉବାଙ୍କ ସାକ୍ଷାତ ଯୋଗୁଁ ଓଲିଙ୍କ ଚୌକି ଏବେ ବିପଦରେ ପଡ଼ିଛି। ୨୦୨୧ ମସିହାରେ ଜୁଲାଇ ମାସରେ ମଧ୍ୟ ଏଭଳି କିଛି ବିଦ୍ରୋହ ପରେ ଓଲି ତାଙ୍କ ଚୌକି ହରାଇଥିଲେ। ଏବେ ପୁଣି ୪ ବର୍ଷ ପରେ ଜୁଲାଇ … Continue reading Nepal political crisis, Threats to the government of K P Oli ।। ନେପାଳ ଶାସନ ପାଇଁ ଜୁଲାଇ କାଳ; ବିପଦରେ ଓଲିଙ୍କ ଚୌକି