Nepal PM Oli resigns as Gen Z agitation intensifies ।। ଜେନ-ଜି ଆନ୍ଦୋଳନ: ନେପାଳ ପ୍ରଧାନମନ୍ତ୍ରୀ ଓଲି ଦେଲେ ଇସ୍ତଫା

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି । ସେନା ମୁଖ୍ୟ ଜେନେରାଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ଦେଶରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ଏବଂ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ଏବଂ ଶେର ବାହାଦୁର … Continue reading Nepal PM Oli resigns as Gen Z agitation intensifies ।। ଜେନ-ଜି ଆନ୍ଦୋଳନ: ନେପାଳ ପ୍ରଧାନମନ୍ତ୍ରୀ ଓଲି ଦେଲେ ଇସ୍ତଫା