ଶୁକ୍ରବାର କିମ୍ବା ଶନିବାର ନୁହେଁ, ଜାଣନ୍ତୁ କେଉଁ ଦିନ ରିଲିଜ୍ ହେବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର’

Sikandar: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ସିକନ୍ଦର’ ଇଦ୍ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମର ରିଲିଜ ଡେଟ କୁ ନେଇ ପ୍ରଯୋଜକ ମାନେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । ଜାଣନ୍ତୁ କେଉଁ ଦିନ ରିଲିଜ୍ ହେଉଛି ଫିଲ୍ମ ? ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ସିକନ୍ଦର’କୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମଟି ଇଦ୍ ଦିନ ବଡ ପରଦାରେ ରିଲିଜ ହେବାକୁ … Continue reading ଶୁକ୍ରବାର କିମ୍ବା ଶନିବାର ନୁହେଁ, ଜାଣନ୍ତୁ କେଉଁ ଦିନ ରିଲିଜ୍ ହେବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର’