Neha Kakkar: ପ୍ରସିଦ୍ଧ ଗାୟିକା ନେହା କକ୍କର, ତାଙ୍କୁ କିଏ ନ ଜାଣେ । ଛୋଟ ଠାରୁ ବଡ଼ ସମସ୍ତେ ନେହାଙ୍କର ବବଲୀ ଅନ୍ଦାଜ ପାଇଁ ବେଶ କରନ୍ତି । ପ୍ରାୟଃ ସେ କୌଣସି ନ କୌଣସି କାରଣରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ମଧ୍ୟ ସୋସିଆଲ୍ ମିଡିଆରେ ନେହା କକ୍କରଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ, ଗାୟିକା ମଞ୍ଚରେ ପହଞ୍ଚିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି। ତେବେ … Continue reading କ’ଣ ପାଇଁ କାନ୍ଦିଲେ ନେହା ?
Copy and paste this URL into your WordPress site to embed
Copy and paste this code into your site to embed