NEET (UG) 2025 Results Declared, Snehasis Das Becomes Odisha Topper ।। ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ଓଡ଼ିଶାର ସ୍ନେହାସିସ କଲେ କାମାଲ

ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଶନିବାର ରେଜଲ୍ଟ ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ। ନିଟ୍‍-ୟୁଜି ୨୦୨୫ ପାଇଁ ମେ ୪ରେ ଗୋଟିଏ ସିଫ୍ଟରେ ୨୪ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୧୨,୩୬,୫୩୧ ଜଣ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯,୨୩୮ … Continue reading NEET (UG) 2025 Results Declared, Snehasis Das Becomes Odisha Topper ।। ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ଓଡ଼ିଶାର ସ୍ନେହାସିସ କଲେ କାମାଲ