ରାତି ପାହିଲେ NEET ପରୀକ୍ଷା, ଦେଶବ୍ୟାପୀ ମକ୍-ଡ୍ରିଲ୍ ରେ ନିୟୋଜିତ ହେଲେ ୨ ଲକ୍ଷ କର୍ମଚାରୀ || NEET exam to be held at night, 2 lakh employees to participate in mock drills across the country

NEET-UG ପୁନଃପରୀକ୍ଷାର ଠିକ୍ ଗୋଟିଏ ଦିନ ପୂର୍ବରୁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ସାରା ଦେଶରେ ଏକ ମେଗା ମକ୍ ଡ୍ରିଲ୍ ଆୟୋଜନ କରିଛି। ଏହି ଡ୍ରିଲ୍ ମାଧ୍ୟମରେ, NTA ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା, ପ୍ରଶ୍ନପତ୍ରର ସୁରକ୍ଷିତ ପରିବହନ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ପ୍ରୋଟୋକଲ୍‌ର ଚୂଡ଼ାନ୍ତ ଯାଞ୍ଚ କରୁଛି। ଏହି ପୂର୍ଣ୍ଣାଙ୍ଗ ଅଭ୍ୟାସ ସକାଳ ୯ ରୁ ରାତି ୮ ପର୍ଯ୍ୟନ୍ତ ଚାଲିବ। ଭାରତର ୫୫୧ ସହର ଏବଂ ବିଦେଶର ୧୪ ସହର ମଧ୍ୟରେ ଅବସ୍ଥିତ … Continue reading ରାତି ପାହିଲେ NEET ପରୀକ୍ଷା, ଦେଶବ୍ୟାପୀ ମକ୍-ଡ୍ରିଲ୍ ରେ ନିୟୋଜିତ ହେଲେ ୨ ଲକ୍ଷ କର୍ମଚାରୀ || NEET exam to be held at night, 2 lakh employees to participate in mock drills across the country