ତୁଳସୀଙ୍କ ଟ୍ୟାମ୍ପରିଂ ଅଭିଯୋଗ: ନିର୍ବାଚନ ଆୟୋଗ କହିଲେ ଭାରତର ଇଭିଏମ୍ ସୁରକ୍ଷିତ

EVM: ଭାରତର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଯାହା ଇଣ୍ଟରନେଟ୍ ସହ ସଂଯୁକ୍ତ ନୁହେଁ, ସୁରକ୍ଷିତ ଏବଂ ଆଇନଗତ ଏବଂ ରାଜନୈତିକ ଯାଞ୍ଚର ସାମ୍ନା କରିଛି ବୋଲି ନିର୍ବାଚନ ଆୟୋଗ ଦୋହରାଇଛନ୍ତି। ନିର୍ବାଚନ ଆୟୋଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ବ୍ୟବହୃତ ହେଉଥିବା ଆଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଅନ୍ୟାନ୍ୟ ଦେଶରେ ବ୍ୟବହୃତ ଜଟିଳ ବ୍ୟବସ୍ଥା ତୁଳନାରେ ସରଳ, କାଲକୁଲେଟର ଭଳି ଜ୍ଞାନକୌଶଳରେ କାର୍ଯ୍ୟ କରୁଥିବାରୁ ଏହା ଟ୍ୟାମ୍ପର-ପ୍ରୁଫ୍, ଭରସାଯୋଗ୍ୟ ଏବଂ ସ୍ୱଚ୍ଛ। ଭୋଟିଂ ମେସିନର ହେରଫେରକୁ … Continue reading ତୁଳସୀଙ୍କ ଟ୍ୟାମ୍ପରିଂ ଅଭିଯୋଗ: ନିର୍ବାଚନ ଆୟୋଗ କହିଲେ ଭାରତର ଇଭିଏମ୍ ସୁରକ୍ଷିତ