Navies will come together in the Indian Ocean II ଭାରତ ମହାସାଗରରେ ଏକାଠି ହେବେ ନୌସେନା

ଭାରତ ମହାସାଗରରେ ଚୀନ୍ ର ଯୁଦ୍ଧଜାହାଜ ଏବଂ ଗୁପ୍ତଚର ଜାହାଜ ଗୁଡ଼ିକ ଉପରେ କଡ଼ା ନଜର ରଖିଥିବା ବେଳେ, ବିଶାଖାପାଟଣାରେ ୫୫ଟି ଦେଶର ନୌସେନା ସହିତ ସାମୁଦ୍ରିକ ଅଭ୍ୟାସ “ମିଳନ” ଏବଂ ଅନ୍ତର୍ଜାତୀୟ ନୌବାହିନୀ ସମୀକ୍ଷା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଯେଉଁଥିରେ ଆମେରିକା ଏବଂ ରୁଷ ସମେତ ୫୫ଟି ପ୍ରମୁଖ ଦେଶ ଏଥିରେ ଅଂଶଗ୍ରହଣ କରିବେ। ଏନେଇ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ନୌସେନା ଉପାଧ୍ୟକ୍ଷ। ଭାରତୀୟ ନୌସେନାର ଉପାଧ୍ୟକ୍ଷ ଭାଇସ୍ ଆଡମିରାଲ୍ ସଞ୍ଜୟ ଭାଟସାୟନ ଶୁକ୍ରବାର … Continue reading Navies will come together in the Indian Ocean II ଭାରତ ମହାସାଗରରେ ଏକାଠି ହେବେ ନୌସେନା