Naveen’s poor health – a disaster or an asset for BJD? ।। ନବୀନଙ୍କ ରୁଗୁଣ ସ୍ୱାସ୍ଥ୍ୟ – ବିଜେଡି ପାଇଁ ବିପତ୍ତି ନା ସମ୍ପତ୍ତି?

ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଥିବା ଏକ ସାଧାରଣ ଭିଡିଓ- ଯେଉଁଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସ୍ୱସ୍ଥ ଓ ଅସହଜ ଅବସ୍ଥାରେ ଦେଖାଯାଉଛନ୍ତି- ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାବିଷୟ ହୋଇପଡ଼ିଛି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏହି ଭିଡିଓ ଯେତେକି ଭାବନା ଓ ଚର୍ଚ୍ଚା ସୃଷ୍ଟି କରିଛି, ତାହା ବିଜେଡି ପାଇଁ ମଧ୍ୟ ଦ୍ୱିଧା ସୃଷ୍ଟି କରିଛି। ଏହାଦ୍ୱାରା ବିଜେଡି ପାଇଁ ସମ୍ବେଦନ ଭୋଟ ଆଣିପାରିବ କି, ନା ଦଳର ଭିତ୍ତିଭୂମିକୁ ଅଧିକ କମଜୋର କରିଦେବ … Continue reading Naveen’s poor health – a disaster or an asset for BJD? ।। ନବୀନଙ୍କ ରୁଗୁଣ ସ୍ୱାସ୍ଥ୍ୟ – ବିଜେଡି ପାଇଁ ବିପତ୍ତି ନା ସମ୍ପତ୍ତି?