Naveen’s overflowing affection! Three OBC leaders spill the beans II ନବୀନଙ୍କ ଉଛୁଳା ପ୍ରେମ! ପୋଲ ଖୋଲିଳେ ୩ ଓବିସି ନେତା

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ଭୂକମ୍ପନ ସୃଷ୍ଟି ହୋଇଛି! ରାଜ୍ୟରେ ଏବେ ଏମ୍.ଏମ୍.ଡି.ଆର୍. (MMDR) ଆଇନ୍ ୨୦୨୬କୁ ନେଇ ରାଜନୈତିକ ବଜାର ସମ୍ପୂର୍ଣ୍ଣ କମ୍ପୁଛି। ବିଜୁ ଜନତା ଦଳ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ପ୍ରୟାସ କରୁଥିବା ବେଳେ, ହଠାତ୍ ଗୋଟିଏ ପୁରୁଣା ଘଟଣା ଏବଂ ଓଡ଼ିଶା ହାଇକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସାମ୍ନାକୁ ଆସିଛି। ଏହି ରାୟ ପରେ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କର ଶିଳ୍ପସଂସ୍ଥାମାନଙ୍କ ପାଇଁ ଥିବା … Continue reading Naveen’s overflowing affection! Three OBC leaders spill the beans II ନବୀନଙ୍କ ଉଛୁଳା ପ୍ରେମ! ପୋଲ ଖୋଲିଳେ ୩ ଓବିସି ନେତା