ପଞ୍ଚାୟତ ନିର୍ବାଚନ ପାଇଁ ନବୀନଙ୍କ ନୂଆ ରଣନୀତି || Naveen’s new strategy for Panchayat elections

ରାଜ୍ୟ ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ବିଜୁ ଜନତା ଦଳ (ବିଜେଡି) ର ଭବିଷ୍ୟତ ଏବଂ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆ ରଣନୀତି। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନ ଏବଂ କ୍ରସ୍ ଭୋଟିଂ ଘଟଣା ପରେ ବିଜେଡି ଶିବିରରେ କମ୍ପନ ଦେଖାଦେଇଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ଦଳ ଯେଉଁ ସଙ୍କଟ ଦେଇ ଗତି କରୁଛି, ତାହା କେବଳ ଗୋଟିଏ ଜିଲ୍ଲାର ସମସ୍ୟା ନୁହେଁ ବରଂ ସମଗ୍ର ଓଡ଼ିଶାରେ ଥିବା … Continue reading ପଞ୍ଚାୟତ ନିର୍ବାଚନ ପାଇଁ ନବୀନଙ୍କ ନୂଆ ରଣନୀତି || Naveen’s new strategy for Panchayat elections