Naveen’s mockery of ineffective leaders II ଅକର୍ମା ନେତାଙ୍କୁ ନବୀନଙ୍କ ତାତ୍ସଲ୍ୟ
ଓଡ଼ିଶା ରାଜନୀତିରେ ପୁଣିଥରେ ରାଜନୀତିକ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ବା ବିଜେପି ସରକାର ଏବେ ଏକ ବଡ଼ ଧରଣର ରାଜନୈତିକ ଏବଂ ପ୍ରଶାସନିକ ସଙ୍କଟର ସମ୍ମୁଖୀନ ହୋଇଛି। ପ୍ରଶ୍ନ ଉଠୁଛି— କାହିଁକି ଆଜି ବିଜେପି ସରକାର, ମନ୍ତ୍ରୀ ଏବଂ ଦଳୀୟ ନେତାମାନେ ଜନମାନସରେ ନିନ୍ଦିତ ହେଉଛନ୍ତି? କାହିଁକି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଛି? ଏବଂ ଏହି ସୁଯୋଗକୁ ନେଇ କିପରି ପୁଣିଥରେ ଟ୍ରାକକୁ ଫେରିବାକୁ ପ୍ରୟାସ … Continue reading Naveen’s mockery of ineffective leaders II ଅକର୍ମା ନେତାଙ୍କୁ ନବୀନଙ୍କ ତାତ୍ସଲ୍ୟ
Copy and paste this URL into your WordPress site to embed
Copy and paste this code into your site to embed