Naveen’s Beiman Chalisa II ନବୀନଙ୍କ ବେଇମାନ ଚାଳିଶା-ରାଜନୀତିରେ ବିଶ୍ୱାସ ଭଙ୍ଗର ଇତିହାସ

ନୂଆପଡ଼ା ଉପନିର୍ବାଚନ ମଞ୍ଚରେ ନବୀନ ପଟ୍ଟନାୟକଙ୍କ ଭାଷଣରେ “ବେଇମାନ” ଶବ୍ଦ ଯେତେବେଳେ ଚମକି ଉଠିଲା, ଓଡ଼ିଶାର ରାଜନୀତି ମଞ୍ଚରେ ଏକ ଅଦୃଶ୍ୟ ଚିନ୍ତାଧାରା ପ୍ରକାଶ ପାଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଲକ୍ଷ୍ୟ କରି ଯେତେବେଳେ ସେ ଏହି ଶବ୍ଦ ବ୍ୟବହାର କଲେ, ସେତେବେଳେ ସେଠାରେ ଉପସ୍ଥିତ ତଥା ଓଡ଼ିଶାର ରାଜନୈତିକ ସଚେତନ ଲୋକମାନେ ଆପେ-ଆପେ ପ୍ରଶ୍ନ କଲେ-“ବେଇମାନ କିଏ?” ଯିଏ ୨୫ ବର୍ଷ ଧରି ଓଡ଼ିଶା ଶାସନ କରିଛନ୍ତି, ସେ ନିଜ ଗୁରୁ, ସହଯୋଗୀ, ମିତ୍ର … Continue reading Naveen’s Beiman Chalisa II ନବୀନଙ୍କ ବେଇମାନ ଚାଳିଶା-ରାଜନୀତିରେ ବିଶ୍ୱାସ ଭଙ୍ଗର ଇତିହାସ