ବିଜେପିକୁ ଆଉ ପାରିବେନି ନବୀନ || Naveen will not be able to control BJP anymore.

କଥାରେ ଅଛି, “ହନୁ ମଲାବେଳେ ସତ କହେ।” ଓଡ଼ିଶାର ରାଜନୈତିକ ପ୍ରେକ୍ଷାପଟରେ ବର୍ତ୍ତମାନ ବିଜୁ ଜନତା ଦଳରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳୁଛି। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶା ଶାସନର ମଙ୍ଗ ଧରିଥିବା ବିଜୁ ଜନତା ଦଳ (ବିଜେଡି) ଆଜି ବିଲୟ ରାସ୍ତାରେ ଛିଡ଼ା ହୋଇଛି। ଯେଉଁ ଦଳ ଦିନେ ଅପରାଜେୟ ମନେ ହେଉଥିଲା, ଆଜି ସେହି ଦଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା ପରି ମନେ ହେଉଛି। ଆଉ ଏହି … Continue reading ବିଜେପିକୁ ଆଉ ପାରିବେନି ନବୀନ || Naveen will not be able to control BJP anymore.