Naveen to return to Odisha on 3rd, grand reception to be held ।। ୩ରେ ଓଡ଼ିଶା ଫେରିବେ ନବୀନ, ସ୍ୱାଗତ ପାଇଁ ମହାଆୟୋଜନ

ମୁମ୍ବାଇରେ ଚିକିତ୍ସିତ ହେଉଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାବେଳେ ଆସନ୍ତା ୩ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳୁଛି । ଏହି ମଉକାରେ ପତିଆରା ଲଢ଼େଇ ପାଇଁ ବିଜେଡିର ବିଭିନ୍ନ ଗୋଷ୍ଠୀ ସକ୍ରିୟ ସଜବାଜ ଚଳାଇଥିବା ବେଳେ ମାମଲତକାରମାନେ ବି ସକ୍ରିୟ ହୋଇଉଠିଛନ୍ତି । ନବୀନ ସୁସ୍ଥ ହୋଇ ଫେରିବା ସମୟରେ ତାଙ୍କୁ ଏକ ବିଶାଳ ରାଲିରେ ପାଛୋଟି ଆଣିବା ପାଇଁ ବିଜେଡି ଶିବିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି … Continue reading Naveen to return to Odisha on 3rd, grand reception to be held ।। ୩ରେ ଓଡ଼ିଶା ଫେରିବେ ନବୀନ, ସ୍ୱାଗତ ପାଇଁ ମହାଆୟୋଜନ