Naveen on Biju’s path! II ବିଜୁଙ୍କ ରାସ୍ତାରେ ନବୀନ!

ରାଜ୍ୟ ରାଜନୀତିରୁ ଏବେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସନ୍ୟାସ ନେଇଗଲେ କି? ସେ କ’ଣ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ପଥକୁ ଅନୁସରଣ କରୁଛନ୍ତି କି? ଏପରି ଅନେକ ଚର୍ଚ୍ଚା ଏବେ ହେବାରେ ହେଉଛି। ଏପରି କାହିଁକି ହେଉଛି ଓ ଏହାର କାରଣ କ’ଣ ଆସନ୍ତୁ ଆଲୋଚନା କରିବା। ନବୀନ କେବଳ ଏକ୍ସରେ ନିଜର ପ୍ରତିକ୍ରିୟା ଦେବାରେ ସିମୀତ ଏପରି ଚର୍ଚ୍ଚା ହେବାର କାରଣ ହେଉଛି ଗତ ସେପ୍ଟେମ୍ବର … Continue reading Naveen on Biju’s path! II ବିଜୁଙ୍କ ରାସ୍ତାରେ ନବୀନ!