ବହୁରୂପୀ ଏଣ୍ଡୁଅ ଭଳି ରଙ୍ଗ ବଦଳାଉଛନ୍ତି ନବୀନ

ଆପଣମାନେ ରଙ୍ଗ ପରିବର୍ତ୍ତନକାରୀ ବହୁରୂପୀ ଏଣ୍ଡୁଅ ଦେଖିଥିବେ ନିଶ୍ଚୟ। କିନ୍ତୁ ରାଜନୀତିରେ ବହୁରୂପୀ ଏଣ୍ଡୁଅ ଭଳି ଘଡ଼ିକୁ ଘଡ଼ି ଆଦର୍ଶ ବଦଳାଉଥିବା ରାଜନେତାଙ୍କ ଚିନ୍ତା ଓ ଚରିତ୍ରକୁ ବୁଝିବା ବଡ଼ କଷ୍ଟକର ବ୍ୟାପାର। ରାଜ୍ୟ ରାଜନୀତିରେ ଏପରି ଏକ ନେତା ଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା ଗତ ୨୮ ବର୍ଷ ହେଲା କହିଆସୁଛନ୍ତି ତାହା ନୁହଁନ୍ତି ବୋଲି ସେ ନିଜେ ପ୍ରମାଣିତ କରିବାରେ ଲାଗିଛନ୍ତି। ଘଟଣାଟି ଏପରି, ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ଦୁଇଟି ଫଟୋ … Continue reading ବହୁରୂପୀ ଏଣ୍ଡୁଅ ଭଳି ରଙ୍ଗ ବଦଳାଉଛନ୍ତି ନବୀନ