ଧ୍ରୁତରାଷ୍ଟ୍ର ଭୂମିକାରେ ନବୀନ, କୁରୁବଂଶ ଭଳି ନାଶ ଯିବ ବିଜେଡି!

ଦ୍ୱାପର ଯୁଗର କଥା। ସେ ସମୟରେ ହୋଇଥିବା ମହାଭାରତ ଯୁଦ୍ଧର ମୁଖ୍ୟ ଖଳନାୟକ ଚୁପ୍‍ ସଇତାନ ଧ୍ରୁତରାଷ୍ଟ୍ରଙ୍କ କାଣ୍ଡକାରଖାନା ଭଳି ସାମଞ୍ଜସ୍ୟ ଥିବା ଘଟଣା ବର୍ତ୍ତମାନ ଆମ ରାଜ୍ୟରେ ଦେଖିବାକୁ ମିଳିଛି। ସେତେବେଳେ ଧ୍ରୁତରାଷ୍ଟ୍ର ଯେମିତି ଦୁର୍ଯ୍ୟୋଧନଙ୍କ ଅନ୍ୟାୟକୁ ନୀରବ ସମର୍ଥନ କରିବା ସହିତ ନ୍ୟାୟରେ ଥିବା ପାଣ୍ଡବମାନଙ୍କ ଉପରେ ଲଦି ଦେଇଥିଲେ ସେହିଭଳି ଓଡ଼ିଶାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର ଭୂମିକାକୁ ଆସିଯାଇଛନ୍ତି। ନବୀନଙ୍କ ଏକମାତ୍ର ପଟ୍ଟଶିଷ୍ୟ ବୋଲି ନିଜକୁ ଘୋଷଣା … Continue reading ଧ୍ରୁତରାଷ୍ଟ୍ର ଭୂମିକାରେ ନବୀନ, କୁରୁବଂଶ ଭଳି ନାଶ ଯିବ ବିଜେଡି!