Naveen and Mohan trapped in the Chakravyuh ।। ଚକ୍ରବ୍ୟୁହରେ ନବୀନ ଓ ମୋହନ

ଗତ କିଛିଦିନ ଧରି ଓଡ଼ିଶାର ରାଜନୀତି ଏକ ଅଭିନବ ସଂକଟ ଦେଇ ଗତି କରୁଛି। ମନ୍ତ୍ରୀ ଓ ବିଧାୟକମାନଙ୍କର ବର୍ଦ୍ଧିତ ଦରମା ପ୍ରସଙ୍ଗ ଏବେ ସମଗ୍ର ରାଜ୍ୟରେ ଏକ ଝଡ଼ ସୃଷ୍ଟି କରିଛି, ଯାହାକି ଶାସକ ଓ ବିରୋଧୀ ଉଭୟଙ୍କ ପାଇଁ ରାଜନୈତିକ ଚକ୍ରବ୍ୟୁହ ସାବ୍ୟସ୍ତ ହୋଇଛି। ଗୋଟିଏ ପଟେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଜନବିରୋଧୀ ଆଭିମୁଖ୍ୟ ପାଇଁ ସମାଲୋଚିତ ହେଉଥିବାବେଳେ, ଅନ୍ୟ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ … Continue reading Naveen and Mohan trapped in the Chakravyuh ।। ଚକ୍ରବ୍ୟୁହରେ ନବୀନ ଓ ମୋହନ