NATO warns Russia of airspace violations ।। ୟୁରୋପର ସବୁଦେଶରେ ପଶୁଛି ଋଷ ଡ୍ରୋନ୍, ଏହା କ’ଣ ନାଟୋ ଚାଲ ?

ପୋଲାଣ୍ଡରେ ଡ୍ରୋନ, ଏଷ୍ଟୋନିଆ ଉପରେ ଋଷୀୟ ଜେଟଗୁଡ଼ିକର ଉଡ଼ାଣଭରିବା, ରୋମାନିଆରେ ଡ୍ରୋନର ଅବଶେଷ ମିଳିବା ଏବଂ ଏବେ ନରୱେର ଅଭିଯୋଗ ଯେ ଚଳିତ ବର୍ଷ ୩ ଥର ଋଷୀୟ ଡ୍ରୋନ ତାର ବାୟୁସୀମା ଉଲ୍ଲଂଘନ କରିଛନ୍ତି, ଗୋଟିଏ ବଡ଼ ପ୍ରଶ୍ନ ଉଠାଉଛି । ତାହା ହେଲା ଋଷ ଏଭଳି କରି ବାକି ୟୁରୋପକୁ ଉସକାଉଛି ନା ଏସବୁ ନାଟୋର ନାଟ ? ଗତ ମାସରେ ୬ଟି ଦେଶ ଅଭିଯୋଗ କରିଛନ୍ତି ଯେ,ଋଷ ବାୟୁସେନା ବାରମ୍ବାର ସେମାନଙ୍କ ବାୟୁସୀମା … Continue reading NATO warns Russia of airspace violations ।। ୟୁରୋପର ସବୁଦେଶରେ ପଶୁଛି ଋଷ ଡ୍ରୋନ୍, ଏହା କ’ଣ ନାଟୋ ଚାଲ ?