ଭାରତର ନିର୍ବାଚନ ପ୍ରଣାଳୀକୁ ନେଇ ଚାଲୁଥିବା ତୀବ୍ର ରାଜନୈତିକ ତର୍କବିତର୍କ ମଧ୍ୟରେ ଏକ ନୂଆ ମୋଡ଼ ଦେଖାଦେଇଛି। ‘ଭୋଟ୍ ଚୋରି’ ଅଭିଯାନ ଅଧୀନରେ ନିର୍ବାଚନ କମିଶନ (ଇସିଆଇ) ଉପରେ ଲାଗୁଥିବା ଅଭିଯୋଗ ପ୍ରସଙ୍ଗରେ ଦେଶର ଅବସରପ୍ରାପ୍ତ ବିଚାରପତି, ପୂର୍ବତନ ବ୍ୟୁରୋକ୍ରାଟ୍ ଓ ସଶସ୍ତ୍ର ବାହିନୀର ପୂର୍ବତନ ଅଧିକାରୀ ସହିତ ମୋଟ ୨୭୨ ଜଣ ପ୍ରବୀଣ ନାଗରିକ ଏକାଠି ହୋଇ ଏକ କଠୋର ଖୋଲା ଚିଠି ଜାରି କରିଛନ୍ତି। ଏହି ଚିଠିରେ ସେମାନେ କଂଗ୍ରେସ ଦଳ ଏବଂ ବିଶେଷତଃ … Continue reading Nationwide discussion on open letter from 272 prominent citizens ।। ୨୭୨ ଜଣ ବିଶିଷ୍ଟ ନାଗରିକଙ୍କ ଖୋଲା ଚିଠି ନେଇ ଦେଶବ୍ୟାପୀ ଚର୍ଚ୍ଚା
Copy and paste this URL into your WordPress site to embed
Copy and paste this code into your site to embed