ଚାର୍ଜସିଟରେ ଇଡ଼ିର ଦାବି: ସୋନିଆ ଓ ରାହୁଲ ପ୍ରକାଶକଙ୍କ ସମ୍ପତ୍ତି କମ ଦାମରେ ହାତେଇଛନ୍ତି 

National Herald : ଏଜେନ୍ସି ଅଭିଯୋଗ କରିଛି ଯେ ‘ଅଭିଯୁକ୍ତ ନମ୍ବର ୧ ଓ ୨’ ନ୍ୟାସନାଲ ହେରାଲ୍ଡ ପ୍ରକାଶକଙ୍କ ସମ୍ପତ୍ତିର ବାସ୍ତବ ବଜାର ମୂଲ୍ୟ ୨,୦୦୦ କୋଟି ଟଙ୍କା ତୁଳନାରେ ମାତ୍ର ୫୦ ଲକ୍ଷ ଟଙ୍କାରେ ହାସଲ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ତାଙ୍କ ପୁଅ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଏକ ମନି … Continue reading ଚାର୍ଜସିଟରେ ଇଡ଼ିର ଦାବି: ସୋନିଆ ଓ ରାହୁଲ ପ୍ରକାଶକଙ୍କ ସମ୍ପତ୍ତି କମ ଦାମରେ ହାତେଇଛନ୍ତି