କ୍ୟାଡବରି ଜେମ୍ସ ଭଳି ଡୋଲୋ-୬୫୦ ଖାଉଛନ୍ତି ଭାରତୀୟ!
Dolo-650 : ଭାରତୀୟମାନେ ଡୋଲୋ ୬୫୦କୁ କ୍ୟାଡବରୀ ଜେମ୍ସ ପରି ଖାଆନ୍ତି… ଏକ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରିଛି। ଆମେରିକୀୟ ଡାକ୍ତର ପାଲାନିଆପ୍ପାନ ମାନିକମ ଡୋଲୋ ସମ୍ବନ୍ଧରେ ଭାରତୀୟମାନଙ୍କ ମାନସିକତା ନେଇ ଏକ ପୋଷ୍ଟ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘ଭାରତୀୟମାନେ ଡୋଲୋ ୬୫୦କୁ କ୍ୟାଡବରୀ ଜେମ୍ସ ପରି ଖାଆନ୍ତି।’ ଏହା ପରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟାର ସୁଅ ଛୁଟିଛି। ଅନେକେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବା ପେସାଦାରମାନେ … Continue reading କ୍ୟାଡବରି ଜେମ୍ସ ଭଳି ଡୋଲୋ-୬୫୦ ଖାଉଛନ୍ତି ଭାରତୀୟ!
Copy and paste this URL into your WordPress site to embed
Copy and paste this code into your site to embed