ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ ବାଟବଣା; ରାଜ୍ୟର ମାତ୍ର ୩.୯ ପ୍ରତିଶତ ସରକାରୀ ବିଦ୍ୟାଳୟରେ ଡିଜିଟାଲ ଉପକରଣ

NEP-2020: ଶିକ୍ଷା ମନ୍ତ୍ରାଳୟର ୨୦୨୩-୨୪ ର ୟୁଡିଏସଇ+ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ବ୍ୟବହାର ପାଇଁ ତାଲିମ ଦିଆଯାଇଛି। ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ରେ ଡିଜିଟାଲ ସାକ୍ଷରତାକୁ ଅତ୍ୟାବଶ୍ୟକ ବୋଲି ଦର୍ଶାଯାଇଥିବା ସତ୍ତ୍ୱେ ଓଡ଼ିଶା ଡିଜିଟାଲ ଶିକ୍ଷାକ୍ଷେତ୍ରରେ ଆହ୍ୱାନର ସମ୍ମୁଖୀନ ହୋଇଛି। ଶିକ୍ଷା ମନ୍ତ୍ରାଳୟର ୨୦୨୩-୨୪ ର ୟୁଡିଏସଇ+ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ବ୍ୟବହାର ପାଇଁ ତାଲିମ ଦିଆଯାଇଛି। … Continue reading ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ ବାଟବଣା; ରାଜ୍ୟର ମାତ୍ର ୩.୯ ପ୍ରତିଶତ ସରକାରୀ ବିଦ୍ୟାଳୟରେ ଡିଜିଟାଲ ଉପକରଣ