ନାସିକ୍ ଧର୍ମଗୁରୁ ଗିରଫ : ଶୋଷଣ ଅଭିଯୋଗ ପରେ ମହାରାଷ୍ଟ୍ରରେ ଚହଳ | Nashik self-styled Godman Ashok Kharat Arrested : Maharashtra

ଯୌନ ଶୋଷଣ, ଠକେଇ ଏବଂ ଧମକ ଦେବାର ଅନେକ ଅଭିଯୋଗ ପରେ ନାସିକ୍ ପୋଲିସ ଜଣେ ଆତ୍ମଘୋଷିତ ଧର୍ମଗୁରୁ ଅଶୋକ ଖରାଟଙ୍କୁ ଗିରଫ କରିଛି । ସେ ଧାର୍ମିକ ଗୁରୁ ହେବ ପୂର୍ବରୁ ଜଣେ ରିଟାଏର୍ଡ ନ୍ୟାଭି ଅଫିସର ଥିବା ଜଣାପଡିଛି | ତେବେ ଏକ ମହିଳା ତାଙ୍କ ନାଁରେ ବଳାତ୍କାର କରିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଛି | ମହିଳା ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ , ବାବା ଜଣଙ୍କ ତାଙ୍କୁ … Continue reading ନାସିକ୍ ଧର୍ମଗୁରୁ ଗିରଫ : ଶୋଷଣ ଅଭିଯୋଗ ପରେ ମହାରାଷ୍ଟ୍ରରେ ଚହଳ | Nashik self-styled Godman Ashok Kharat Arrested : Maharashtra