ନାସାର ଚେତାବନୀ: ଚୀନ୍‍ର ଥ୍ରୀ ଗର୍ଜେସ୍ ଡ୍ୟାମ୍ ପୃଥିବୀର ଘୂର୍ଣ୍ଣନକୁ ୦.୦୬ ସେକେଣ୍ଡ ମନ୍ଥର କଲା

Nasa Warning: ନାସା ରିପୋର୍ଟ କରିଛି ଯେ ଚୀନ୍‍ର ଥ୍ରୀ ଗର୍ଜେସ ଡ୍ୟାମ୍ ନିର୍ମାଣ ଏବଂ ପରିଚାଳନା ଫଳରେ ପୃଥିବୀର ଘୂର୍ଣ୍ଣନରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ଏହି ଡ୍ୟାମ୍ ଯୋଗୁଁ ପୃଥିବୀର ଅକ୍ଷରେ ଘୂର୍ଣ୍ଣନର ବେଗ ୦.୦୬ ମାଇକ୍ରୋ ସେକେଣ୍ଡକୁ ହ୍ରାସ ପାଇଛି। ଜଳ ସଂରକ୍ଷଣ ଏବଂ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଥ୍ରୀ ଗର୍ଜେସ୍ ଡ୍ୟାମ୍ ହେଉଛି ବିଶ୍ୱର ସର୍ବବୃହତ ଡ୍ୟାମ୍। ଆମେରିକାର ମହାକାଶ ଏଜେନ୍ସି ନାସା ଚେତାବନୀ ଦେଇ କହିଛି ଯେ ଚୀନର ଥ୍ରୀ … Continue reading ନାସାର ଚେତାବନୀ: ଚୀନ୍‍ର ଥ୍ରୀ ଗର୍ଜେସ୍ ଡ୍ୟାମ୍ ପୃଥିବୀର ଘୂର୍ଣ୍ଣନକୁ ୦.୦୬ ସେକେଣ୍ଡ ମନ୍ଥର କଲା