ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ।। Narendra Modi

ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଭାରତ-ଇସ୍ରାଏଲ ସମ୍ପର୍କକୁ ଆହୁରି ନୂଆ ଦିଗରେ ନେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି । ୨୦୧୭ ପରେ ଏହା ମୋଦିଙ୍କ ଦ୍ୱିତୀୟ ଇସ୍ରାଏଲ ଗସ୍ତ ଭାବେ ଗୁରୁତ୍ୱ ପାଇଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିଛନ୍ତି । ଗସ୍ତ ସମୟରେ ସେ ଇସ୍ରାଏଲ ସଂସଦକୁ ସମ୍ବୋଧନ କରିବେ । ଏହି … Continue reading ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ।। Narendra Modi