ନରହୁଡ଼ାରୁ ମିଳିଲା ୪ହଜାର ବର୍ଷ ତଳର ପ୍ରାଚୀନ ସଭ୍ୟତା

Ancient civilisation: ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ତିରିମାଳ ନିକଟସ୍ଥ ନରହୁଡ଼ା ଓ ଅଳାଁଯୋଡ଼ି ଗାଁରୁ ନିଓ-ଚାଲକୋଲିଥିକ୍ ତାମ୍ର ଯୁଗର ଅନେକ କଳାକୃତି ମିଳିଥିଲା।  ଖୋର୍ଦ୍ଧା ଜିଲ୍ଲା ତିରିମାଳ ଗ୍ରାମ ନିକଟସ୍ଥ ନରହୁଡ଼ାରେ ଖନନ ଯୋଗୁଁ ପୂର୍ବ ଭାରତର ଚାଲକୋଲିଥିକ୍ ସଂସ୍କୃତି ଓ ଏକ ସୁନିର୍ଦ୍ଦିଷ୍ଟ କୃଷି ସମ୍ପ୍ରଦାୟର ବିକାଶ ସମ୍ପର୍କରେ ଆକର୍ଷଣୀୟ ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ମସିହାରୁ ଏହି ଖନନ କରୁଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ତୃତୀୟ ପର୍ଯ୍ୟାୟ ଖନନ ସମୟରେ ଚାଲକୋଲିଥିକ୍ … Continue reading ନରହୁଡ଼ାରୁ ମିଳିଲା ୪ହଜାର ବର୍ଷ ତଳର ପ୍ରାଚୀନ ସଭ୍ୟତା