ଆଇପିଏଲ୍‍କୁ ନେଇ ନକଭିଙ୍କ ନୂଆ ଡ୍ରାମା || Naqvi’s new drama about IPL

ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ର କାରନାମା ବିଷୟରେ ତ ଆପଣ ସବୁବେଳେ କିଛି ନା କିଛି ଶୁଣୁଥିବେ। କିନ୍ତୁ ଏବେ ପିସିବି ର ଚେୟାରମ୍ୟାନ ମୋହସିନ ନକଭି (Mohsin Naqvi) ଯେଉଁ ବୟାନ ଦେଇଛନ୍ତି, ତାହା ଶୁଣିଲେ ଆପଣ ହସିବେ ନା ଆଶ୍ଚର୍ଯ୍ୟ ହେବେ, ସେଇଟା ବୁଝିପାରିବେନି। ଆପଣ ଜାଣିଥିବେ ବର୍ତ୍ତମାନ ପାକିସ୍ତାନରେ ପିଏସଏଲ ବା ‘ପାକିସ୍ତାନ ସୁପର ଲିଗ୍’ ଚାଲିଛି। କିନ୍ତୁ ସବୁଠାରୁ ବଡ କଥା ହେଉଛି, ଷ୍ଟାଡିୟମ ପୁରା ଖାଲି। କ୍ରିକେଟ୍ … Continue reading ଆଇପିଏଲ୍‍କୁ ନେଇ ନକଭିଙ୍କ ନୂଆ ଡ୍ରାମା || Naqvi’s new drama about IPL