Naba Jaubana besha of trinity in puri।। ସୁସ୍ଥ ହେଲେ ବ୍ରହ୍ମାଣ୍ଡ ଠାକୁର, ଚାଳିଛି ନବଯୌବନ ଦର୍ଶନ
ରାତି ପାହିଲେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରୁ ଯିବେ ବଡ଼ ଠାକୁର। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷଯାତ୍ରା ପାଇଁ ରଥପଥ ସବୁ ପ୍ରସ୍ତୁତି ସରିଛି। ବଡଦାଣ୍ଡ ଆସିବାକୁ କଳା ସାଆନ୍ତ ଯେତିକି ଉତ୍ସାହିତ ଭକ୍ତ ମଧ୍ୟ ସେତିକି ଆତୁର। ରଥରେ ତିନି ଠାକୁରଙ୍କୁ ଦର୍ଶନ ପୂର୍ବରୁ ଆଜି ଚାଲିଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ୧୫ ଦିନର ଅଣବସର ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲ୍ଲଭ ଦର୍ଶନ କରୁଛନ୍ତି ହଜାର ହଜାର … Continue reading Naba Jaubana besha of trinity in puri।। ସୁସ୍ଥ ହେଲେ ବ୍ରହ୍ମାଣ୍ଡ ଠାକୁର, ଚାଳିଛି ନବଯୌବନ ଦର୍ଶନ
Copy and paste this URL into your WordPress site to embed
Copy and paste this code into your site to embed