ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମୟ ମାଗିଲେ ନବ ଦାସଙ୍କ ପତ୍ନୀ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ। ଉଭୟ ଇମେଲ ଏବଂ  ଡାକ ମାଧ୍ୟମରେ ଏହି ଚିଠିକୁ ସେ ପଠାଇଥିବା ସୂଚନା ଦେଇଛନ୍ତି ନବଙ୍କ ପୁଅ ବିଶାଲ୍‍ ଦାସ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ମାଗିଥିବା ଶ୍ରୀ ଦାସ କହିଛନ୍ତି। ୨୯ ଜାନୁୟାରୀ, ୨୦୨୩ ମସିହାରେ ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାର ଏକ ସାଧାରଣ ସମାବେଶରେ ଯୋଗ ଦେବାଲାଗି ଆସୁଥିବାବେଳେ ତାଙ୍କ ଉପରକୁ … Continue reading ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମୟ ମାଗିଲେ ନବ ଦାସଙ୍କ ପତ୍ନୀ