ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କୁ କାହିଁକି ଇସ୍ତଫା ଦେବାକୁ ପଡିଲା ସେ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ୨୧ ଜୁଲାଇରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। କିନ୍ତୁ ବାସ୍ତବତା ଅନ୍ୟ କିଛି ବୋଲି ଚର୍ଚ୍ଚା ହୁଏ। ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ବିରୋଧୀଙ୍କ ମହାଭିଯୋଗ ପ୍ରସ୍ତାବ ଯୋଗୁଁ ସେ ତାଙ୍କ ଚୌକି ହରାଇଛନ୍ତି ବୋଲି କୁହାଯାଉଛି। ବିଚାରପତି ବର୍ମାଙ୍କ ବିରୋଧରେ ମହାଭିଯୋଗର ନୋଟିସ ନେବା ମାତ୍ରେ ସରକାରୀ ଦଳ … Continue reading Mystery of Jagdeep Dhankhar Resignation as Vice President ।। ଜାଣନ୍ତୁ ଧନଖଡ଼ଙ୍କୁ ଠକିଲା କିଏ; ଶାସକ ନାଁ ବିରୋଧୀ?
Copy and paste this URL into your WordPress site to embed
Copy and paste this code into your site to embed