ଭୟଙ୍କର ଭୂମିକମ୍ପରେ ଥରିଲା ମିଆଁମାର; ୭ଶହ ମୃତ, ୧୭ଶହ ଆହତ
Myanmar earthquake : ସହାୟତା ପାଇଁ ଅପରେସନ ବ୍ରହ୍ମା ଆରମ୍ଭ କଲା ଭାରତ, ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଏକ ଏଜେନ୍ସି ଚେତାବନୀ ଦେଇଛି। ମେଘାଳୟ ଏବଂ ମଣିପୁର ସମେତ ଭାରତର କିଛି ଅଂଶ, ବାଂଲାଦେଶ, ବିଶେଷ କରି ଢାକା ଓ ଚଟ୍ଟୋଗ୍ରାମ ଏବଂ ଚୀନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୟଙ୍କର ଭୂମିକମ୍ପରେ ଥରି ଉଠିଛି ମିଆଁମାର। ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାର ଗୋଟିଏ ଦିନ … Continue reading ଭୟଙ୍କର ଭୂମିକମ୍ପରେ ଥରିଲା ମିଆଁମାର; ୭ଶହ ମୃତ, ୧୭ଶହ ଆହତ
Copy and paste this URL into your WordPress site to embed
Copy and paste this code into your site to embed